by Kali Kumar ✓ · 29 Aug 2019
ପଳାୟନ ପନ୍ଥୀ ସିଏ, କଳେ-ବଳେ-କୌଶଳେ ନିଜ ରାସ୍ତା ନିଜେ ନିର୍ଦ୍ଧାରଣ କରେ ସୁପ୍ତ ସଂଜ୍ଞାହୀନ ରଜନୀର ନିସ୍ତବ୍ଧତା ଆଢୁଆଳେ କେଉଁ ଆଜଣା ରାଇଜେ ଯାଇ ସେ ଆତ୍ମଗୋପନ କରେ ।
Loading comments…
Comments
Loading comments…