by DILIP KUMAR SAHOO ✓ · 17 Jun 2020
ସବୁ ବର୍ଷ ଏବେ ସହରରେ ଆମ ନାଳ ନର୍ଦ୍ଦମାରେ ବଢି ମୂଷଳ ଧାରାରେ ବରଷା ହୋଇଲେ ଘରଦ୍ୱାର ଯାଏ ବୁଡି ବିଜୁଳି ମାରିଲେ ଛନକା ପସଇ ମେଘରାଜା ମାରେ ବାଣ ଘଡଘଡି ରଡି ଗଡାଇ ଦିଏରେ କେତେଯେ ନୀରିହ ପ୍ରାଣ
Loading comments…
Loading comments…