by Parshuram Biswal ✓ · 18 Jul 2017
ଆର ଜନମକୁ କାଳିଆରେ ମୋର ପୁଅ ଜମା ଲୋଡ଼ା ନାହିଁ ଜନମ ଦେଇଚି ତିନି ପୁଅ ସବୁ ନିଜ ଗୋଡ଼େ ଠିଆ ହୋଇ ମୋ ରୋଗଶେଯରେ କେହି ନାହିଁ ପ୍ରଭୁ ଝିଅ ହୁଏ ଧଇଁସଇଁ ।
Loading comments…
Loading comments…