by Chittaranjan Parida ✓ · 20 Sept 2020
ନିଷ୍ପାପ ଶିଶୁଟି ଜାଣି ନଥିବ ତା' ହୃତ ଅତୀତକୁ ନା ଭାବୁଥିବ ଅନାଗତ ଭବିଷ୍ୟତକୁ କେବଳ ଆଖିରେ ବର୍ତ୍ତମାନର ସ୍ୱପ୍ନ ଜରି ଗୋଟେଇ ଜୀବନ ଜିଇଁବାର ମୋହ ।
Loading comments…
Comments
Loading comments…