by Prabhanjana Tripathy ✓ · 17 Jun 2019
ମା'ସିନା ଜାଣେ ପ୍ରସବ ବେଦନା, ପୁଅ ହେଉ କି ବା ଝିଅ ପିତା କି ସନ୍ତାନ କିବା ଜାଣିବେ, ମାର୍ତ୍ତୃଛାୟାର ସେ ମୋହ ll ଦେଖାଏ ଭାରତ ପୁଣ୍ୟଭୂମିରେ, ଝିଅଙ୍କ ଦୁର୍ଦଶା ଆଜି ଦେଢ଼ବର୍ଷର କନ୍ୟାକୁ ପରା, ଖୁମ୍ପି ଖାଉଅଛି କାଜି
Loading comments…
Loading comments…