by ଅନିଲ କୁମାର ଲେଙ୍କା ✓ · 1 Jan 2021
ବାପ ଘର ଛାଡି ଶାଶୁ ଘରେ ତାର ଭାଗ୍ୟରେଖା ଲେଖାଥାଏ ଦୁହିତା ଯେ ଦୁଇ କୂଳକୁ ତ ହିତା ଏ କଥାକୁ ଭୁଲିଯାଏ !! ଦୁଃଖ କଥା ତାର କାହାକୁ କୁହେନି ଭିତରେ ଭିତରେ ଜଳେ ଝିଅ ଜନ୍ମ ହୋଇ ପାପ କି କରିଛି ବିବସେ ବହୁତ ଭାଳେ !!
Loading comments…
Comments
Loading comments…