by SIBENDU SARASWATA PANDA ✓ · 22 Nov 2020
ଘରର ଶାନ୍ତି ସେ ନର୍କରୁ ମୁକ୍ତି ସେ ସଭିଙ୍କ ଅଟେ ଜୀବନ, ବଡ଼ ହୋଇ ସିଏ ଦୁହିତା ସାଜିଣ ଦୂକୁଳେ ସାଜଇ ପ୍ରାଣ। ବଧୂ ସାଜି କା'ର କନ୍ୟା ସ୍ଥାନ ନିଏ ପତ୍ନୀ ସାଜି କାହା ମନ, କର୍ତ୍ତବ୍ୟରେ କେବେ ହେଳା ସେ କରେନି ପାଇଲେ ମଧ୍ୟ ସନ୍ତାନ।
Loading comments…
Comments
Loading comments…