by Dr.Sashi Bhushan Mohapatra ✓ · 20 Oct 2020
ନରମ ନରମ ପାଦରେ ତୁ,ଆଙ୍କିଦେଲୁ ଅଗଣାରେ ଝୋଟି, ତୋ ଓଠର ଶବ୍ଦରେ କେବେ ମଧୁମକ୍ଷିର ଗୁଞ୍ଜନ ତ କେବେ ନଈର କଳ କଳ ଶବ୍ଦ ହୃଦୟରେ ତରଙ୍ଗ ଉଠେ ଉଛୁଳେ ଜୀବନ
Loading comments…
Comments
Loading comments…