by Debendra Hans ✓ · 7 May 2021
ସେ କୋଳକୁ ଯିବାକୁ ହିଁ ତ ପଡ଼ିବ ବାପା ମାଆଙ୍କ ଆଶୀର୍ବାଦ ନେଇ ଶାଶୁ ଶ୍ୱଶୁର ଘରକୁ ଯିବୁ ସୁଖ ସଂସାରରେ ଦିନ ବିତେଇ ଚିରଦିନ ସ୍ୱାମୀ ପାଖରେ ରହିବୁ କଲେଜ ପାଠ ପଢା ସାରି ଦେଇକି ଶୀଘ୍ର ଘରକୁ ଫେରି ଆସିବୁ ଲୋ ମାଆ
Loading comments…
Loading comments…