by Dr.Sashi Bhushan Mohapatra ✓ · 9 Sept 2019
ସ୍ଵପ୍ନ ଆଉ ଜହ୍ନର କି ସମ୍ପର୍କ ଜାଣିଛ ସ୍ୱପ୍ନରେ ଜହ୍ନ ଉଏଁ, ମନରେ ଜହ୍ନ ଡିଏଁ ମନ ଆଉ ଜହ୍ନ ଦୁହେଁ ମିଶିଗଲେ ଭାବ ହୁଏ,ପ୍ରେମ ଉଛୁଳେ ତାପରେ ମନ ପ୍ରେମ ଆକାଶରେ ପୂର୍ଣ୍ଣିମା ଜହ୍ନପରି ରାଜ କରେ ।
Loading comments…
Loading comments…