by Dr Baman Chandra Dixit ✓ · 28 Nov 2019
କଳ୍ପନା ନାୟିକା ସପନ ଶାୟିକା ଶୀତଳ-କରା ମଧୁରା ମତି ପ୍ରୀତିଦାୟୀ ମୌନୀ ମାନମୟ ବିଦଗ୍ଧ କ୍ଲେଶାପହାରା ରକ୍ତୋତ୍ପଳେ ପ୍ରକାଶୁଛି, ରୁପା ଦେହୀ ଜହ୍ନ ସରସୀ ଅଇନା ଅନେଇଁ ଅନେଇଁ ହସୁଛି।।
Loading comments…
Loading comments…