by Anita Dash ✓ · 22 Dec 2020
ଚକୋର ମନର ସ୍ବପ୍ନ ତୁମେ ଗୋ କୁମୁଦର ପ୍ରାଣ ବନ୍ଧୁ, ପ୍ରେମୀ ଭାବୁକର ଅଶାର ପ୍ରତୀକ ବିରହୀର କେନ୍ଦ୍ରବିନ୍ଦୁ। ତୁମେ ଜୋଛନାରେ ଭରା ସ୍ନିଗ୍ଧ ଶୀତଳ ସିନ୍ଧୁ।
Loading comments…
Loading comments…