by Prabhati Mahapatra ✓ · 3 Jan 2021
ସୌଭାଗ୍ୟେ ଚନ୍ଦ୍ରମଣ୍ଡଳେ ଯେବେ ପାଏ ସ୍ଥାନ ଉପମା ସଂଯୋଗ ପାଇଁ କବି ଯେ ଉଛନ୍ନ । ଶରତ ଆକାଶେ ଶୋଭା ଦୁଗୁଣିତ ହୋଇ ଆକର୍ଷିତେ ଜନ ମନ ପାଶେ ଟାଣୁ ଥାାଇ । ବିଜନତା କୋଳେ ଯେବେ ଆସେ ଶୀତକର ମିଳନେ ଆତୁର ମନ ପ୍ରେମୀ ଯୁଗଳର ।
Loading comments…
Comments
Loading comments…