by Prafulla Chandra Mishra ✓ · 14 Dec 2020
କୁଆଁର ପୁନେଇଁ ଜହ୍ନ ୟେ କୁଆଁରୀ ମନକୁ କରେ ଉତ୍ତଳା ରୂପା ରୋଷଣୀରେ ଗୁଣୁ ଗୁଣୁ ଗାଏ କିଶୋରୀ ମନ ଭ୍ରମରା ।। ନିର୍ମଳ ଆକାଶେ ନିର୍ମଳ ଚନ୍ଦ୍ରମା ନବବଧୂ ନବ ଛଇଳା ଶରତ ରାତିର ଶରଦେନ୍ଦୁ ଶୋଭା ପ୍ରେମୀକୁ କରେ ବାଉଳା ।।
Loading comments…
Comments
Loading comments…