by Samar Ballav Bhoi ✓ · 15 Dec 2020
ତୁମେ ପ୍ରେମ ପାଇଁ ଅଟ ବିଶ୍ୱାସ ଭରସା ସ୍ନେହ ଆଦର ପ୍ରିୟା ପାଇଁ ଅଟ ତୁମେ ଅତି ଆପଣାର ପୁନେଇଁ ଦିନ ତୁମେ ଲାଗ ଭାରି ସୁନ୍ଦର ଶିଶୁର ଅଝଟ ପଣେ ଭରିଦିଅ ତୁମେ ସ୍ନେହ ବନ୍ଧନ ମାୟା ମମତାର ପ୍ରୀତିଝର
Loading comments…
Comments
Loading comments…