by Sasmita Mohapatra ✓ · 5 Oct 2020
ଅଭାବୀ ଲୋକର ଅଗଣାରେ ତୁମେ କାଳିମାକୁ କରି ଦୃର, ଗାଆଁ,ନଦୀ,ନାଳ,ତୋଟା କି ଜଙ୍ଗଲ ତୁମ ଜୟଜୟକାର।। ତାରା ଗହଣରେ ପ୍ରୀତିର ପରଶେ ଦିଶ ତୁମେ ଚକମକ, ମର୍ତ୍ତ୍ୟଲୋକେ ତୁମ ଉପମାର ଶବ୍ଦେ ରହିଛି ତୁମର ଟେକ।।
Loading comments…
Loading comments…