by Tapaswini DashSarangi ✓ · 19 Apr 2021
କଳଙ୍କର ରଙ୍ଗ ବୋଳା କି ହୋଇଛି ଅପସରା ଗୋରା ଅଙ୍ଗେ ଅଳସି ଚପଳା ଲାବଣ୍ୟବତୀ ସେ ବିରହେ କୋହକୁ ଭାଙ୍ଗେ। ନିଶି କାଳିମାରେ ଅବା ଗୁପତରେ ସିଏ ପ୍ରଷ୍ଫୁଟିତ ହୁଏ ସବିତାଙ୍କ ସ୍ପର୍ଶ ସହି ନ ପାରିକି ମଉଳି ସେ ଝରି ଯାଏ।
Loading comments…
Comments
Loading comments…