by Abhisek Mohapatra ✓ · 29 Oct 2019
ଦୋଳମୁଣ୍ଡାଇ ମେଲଣ ପଡ଼ିଆରେ ଆଉ ଗୁଡ଼ି ଉଡୁନି ! ଗାଁ ମୁଣ୍ଡ ରାଜୀବ ଦଳାଇ ଆଉ ମାଛ ପାଇଁ ନଈରେ ବୁଡୁନି । ରାତି ହେଲେ ଗାଁ ରାସ୍ତା ମୋର ଆଲୁଅରେ ଝଲସୁଛି ।
Loading comments…
Loading comments…