by Chinmaya Kumar Sahoo ✓ · 5 Jun 2021
ଏପାଖେ ବାସ୍ତବ ମାନେ ସ୍ବପ୍ନ ଦେଖୁଥାନ୍ତି ସେପାଖେ ସ୍ବପ୍ନ ମାନେ ବାସ୍ତବତା ଖୋଜୁଥାନ୍ତି ମଝିରେ ଦ୍ଵନ୍ଦ୍ୱରେ ରୁହେ ଝରକା କେତେବେଳେ ଅମାବାସ୍ୟା ଅନ୍ଧାରରେ ଜହ୍ନକୁ ସପନ ଦେଖେ କେତେବେଳେ ପୂର୍ଣ୍ଣିମାର ଜହ୍ନକୁ ବି ସଂସାରଠୁ ଲୁଚେଇ ରଖେ
Loading comments…
Comments
Loading comments…