by Sudeshna Pradhan ✓ · 6 Jan 2022
ଆଉ ଝରକାର ସେ ପାଖେ ନିୟମକୁ ହାତେ ନେଇ ମନଇଚ୍ଛା ଯାହା କର କିଛି କହିବାର ନାହିଁ ନିୟମକୁ ଭାଙ୍ଗିଦେଇ ଗଢ଼ାଯାଏ ପୁଣିଥରେ ସୁବିଧାର ଦ୍ୱାହି ଦେଇ ଆପଣା ସ୍ୱାର୍ଥ ଅର୍ଥରେ |
Loading comments…
Comments
Loading comments…