by Sunanda B Mohapatra ✓ · 4 Jan 2019
ଖୁବ୍ ସନ୍ତର୍ପଣରେ ନିଜ ଭିତରକୁ ଚାହିଁ ଦେଖିଲି, ଯନ୍ତ୍ରଣାର ଲିରିକ୍ ରେ ଭର୍ତ୍ତି ହୃଦୟ ! ବାକରୁଦ୍ଧ ! କଣ୍ଠଖୋଲି ଗାଇ ପାରୁନି ଦୁଃଖର ଗଜଲ !
Loading comments…
Comments
Loading comments…