by Suresh chandra Padhy ✓ · 11 Feb 2022
ତୁମ ଦିବ୍ୟ ମୁଖ ଦର୍ଶନ କଲେ ଶାନ୍ତି ମିଳୁଥିଲା ତୁମ ଗୀତର ସାତ ସୁରରେ ସବୁ ଦୁଃଖ ଚାଲି ଯାଉଥିଲା। ତୁମେ ଅମର ହୋଇ ଯୁଗ ଯୁଗ ପାଇଁ ରହିବ ହେ ମହାନ କଣ୍ଠ ଶିଳ୍ପୀ ତୁମରି ଆଶିଷ ଆମକୁ ଦେଉଥିବ।
Loading comments…
Comments
Loading comments…