by Prasanna Kumar Madala ✓ · 22 Jul 2019
ପୂର୍ଣ୍ଣମାସୀ ଶଶୀ ପାରେ କାହୁଁ ହସି ରାହୁଛାୟା ଯେବେ ଗ୍ରାସେ ମୁକୁଳିଲେ ପୁଣି ଜ୍ୟୋତ୍ସ୍ନା ଦିଏ ବୁଣି ଗହନ ତିମିର ନାଶେ ଦୁଃଖଭରା ଅବକାଶେ ଅସଫଳ ଜନ ମାରେ ସିନା ମନ ନପାଏ କାହାକୁ ପାଶେ ।
Loading comments…
Comments
Loading comments…