by Bidyadhar Sethi ✓ · 8 Jun 2019
କେବେ ସେ ସ୍ବଚ୍ଛ ଝରଣା ଜୁଆରିଆ ନଈ ଉଜାଣି ବହେ ସେ କେବେ ଦୁଇ କୂଳ ଖାଇ । ଜୀବନ ନାଟକ ସରେ ଛାଇ ଆଲୁଅରେ ନାଟ ପୁଣି ଅନ୍ତ ହୁଏ ମଶାଣି ଭୂଇଁରେ ।
Loading comments…
Comments
Loading comments…