120Log inSign up
Poem · Fantasy

ଜୀବନ ଗୀତା-୨୭୩

by Geeta Sarangi ✓ · 22 Mar 2019

925Reads
96Likes
1Min read

ଆଶା ଆଶ୍ୱାସନା ସେନେହଁ ମମତା ମରିମରି ସବୁଯାଏ ସୁନାର ସଂସାର ଚୂନା ହୋଇଯାଏ ନରକ ବନେ ସରଗ ॥

Loading comments…

ଜୀବନ ଗୀତା-୨୭୩ · StoryMirror