by Geeta Sarangi ✓ · 20 Mar 2019
ଏ ଫୁଲୁ ସେ ଫୁଲ ଉଡି ରସ ଆହରଣ କରି ମଧୁ ରୂପେ ସଞ୍ଚିଦିଏ ଶ୍ରମିକ ମଧୁପ ଟିଏ ତାଠାରୁ ମହତ କୁହ ସଂସାରେ ଅଛିକେ ଆନ ॥
Loading comments…
Loading comments…