by Geeta Sarangi ✓ · 20 Mar 2019
ତତଲା ବାଲିରେ ପାଦ ପୋଡିଗଲେ ଅଟକି ଯାଏନା ସିଏ ଘଡିଏ ପହରେ ବସଇ ଛାଇରେ ଆରାମ ପାଇଁ ଟିକିଏ ଉଦ୍ଦେଶ୍ୟ ତାହାର ଅତୀବ ମହତ ମାନେନା ବାଧା, ସଂକଟ ॥
Loading comments…
Loading comments…