by Geeta Sarangi ✓ · 18 Mar 2019
କୁହୁଳା ଦୁଃଖରେ ଜଳିଛି ଦିନସାରା ଭଙ୍ଗା ହୃଦୟରେ ଚେଇଁଛି ରାତିସାରା ତଥାପି ଦୁର୍ଦ୍ଦିନ ଯାଇନାହିଁ ଅଛି ଦେବାପାଇଁ ଆହୁରି ଯନ୍ତ୍ରଣା
Loading comments…
Comments
Loading comments…