by Geeta Sarangi ✓ · 18 Mar 2019
ଜୀବନ ସୂତାର ଖିଅ ଖୋଜୁଖୋଜୁ ଗଲା ଦିନ ଦିନ ପରେ ଦିନ ବିତେ ଅଥୟ ହୁଅଇ ମନ ସତ ଯେତେ ମିଛ ସେତେ ମିଛର ଘେରରେ ପଡି ସତକୁ ଭୁଲି ବସିଛି ॥
Loading comments…
Comments
Loading comments…