by Geeta Sarangi ✓ · 3 Sept 2019
ଏବେ ଆଉକେହି ଆସନ୍ତି ନାହିଁ ଭୁଲ୍ରେ ବାଟ ଭାଙ୍ଗି ଭଲରେ ମନ୍ଦରେ ପୂଜା ପାର୍ବଣେ ହୁଏନାହିଁ ଭୋଗଲାଗି ସଂକୀର୍ଣ୍ଣ ଜୀବନେ ବିରାଟତାର ମାନେ ଆଉକିଛି ନାହିଁ ॥
Loading comments…
Comments
Loading comments…