by Prafulla Chandra Mishra ✓ · 11 May 2020
ତୁମକୁ ବିଶ୍ଵାସ କରି ଭରସାରେ ବସିଛି ପ୍ରତିକ୍ଷା କରି ତୁମେ ଅଗତିର ଗତି ହେ କୂଳରେ ଲଗାଇବକି ମୋ ତରୀ ।। ବଞ୍ଚିବାର ରାହା ଦେଇ ଏ ମନରେ ଫୁଟାଇଛ ପ୍ରେମ ଫୁଲ ଚାଲାବାକୁ ବାଟ ଦେଖାଇ ଦେଉଛି ଶରୀରେ ଦେଇଛ ବଳ ।।
Loading comments…
Loading comments…