by Gyanaranjan Sahoo ✓ · 5 Aug 2020
ବିଗତ ଲମ୍ବା ରାସ୍ତାର ପଦଚିହ୍ନ ଧୋଇଗଲାବେଳେ ବିବ୍ରତ କରିନି ଏମିତି ! ଦୁଃଖରେ ସୁଖରେ କେଇବାର ଭାଙ୍ଗିଛୁ ? ପୁନର୍ବାର ଉଠି ପୁଣି କେତେ ସୌଧ ଗଢ଼ିଛୁ ।
Loading comments…
Comments
Loading comments…