ସଂସାର ପଥରେ
ଅସାର ରଥରେ
ଧାଇଁ ଧାଇଁ ଗଲା ଦିନ
ତୋଳୁଛି ଆଞ୍ଜୁଳି
ପିଉଛି କୁରୁଳି
ବିଷ ପିଆଲାରେ ମନ ।
Loading comments…
Comments
Loading comments…