by Sambit Srikumar ✓ · 18 Apr 2022
ତୁମେ ମଧ୍ୟ ଶୁଣ ସେ ମଧୁର ସଂଗୀତ ସେ ସଂଗୀତ ଅଟେ ତୁମ ଜୀବନର ଗୀତ ଝରୁଅଛି ସଦା ତହୁଁ ମଧୁଝର ଆସ୍ୱାଦନ କରି ତାହା ହୁଅ ତୁମେ ଅଭିଯାତ୍ରୀ ଅମୃତ ପଥର।
Loading comments…
Comments
Loading comments…