by Prafulla Chandra Mishra ✓ · 1 Jan 2021
ପ୍ରବାସେ ରହିଲେ ଗାଆଁ ଘର ତେଣେ ଭାଙ୍ଗି ଡିହ ପରିଦିଶେ ଗାଆଁ କୁ ଗଲେତ ଜୀବନ ଜଞ୍ଜାଳେ କର୍ମ ପାଇଁ ପରବାସେ ଦୁଇ ନାବେ ଦେଇ ଗୋଡ଼ ଅଚିନ୍ତ୍ୟନୀୟ ସେ ଦୁଃଖ ର କାହାଣୀ ଭାଙ୍ଗିଦିଏ ଅଣ୍ଟା ହାଡ଼ ।। କର୍ମମୟ ପଥ ଖଣ୍ଡାଧାର ସମ ପଦେ ପଦେ ଥାଏ
Loading comments…
Comments
Loading comments…