ପ୍ରହେଳିକା ନୁହେଁ, ପ୍ରତାରଣା ନୁହେଁ ନୁହେଁ ଛଳନା,ଲାଂଛନା ।ଜୀବନ ଯେ ଖାଲି ସୁନ୍ଦର ସପନ ଜୀବନ୍ତ ପ୍ରିୟ ଖେଳଣା ।ହସ ଖୁସି ମେଳେ ବଂଚିବା ଶିଖିଲେ ଭରିଯାଏ କେତେ ରଙ୍ଗ ।ସୁରଭିତ ହୁଏ ଜୀବନର ପଥ ଆସେନା ଦୁଃଖ ତରଙ୍ଗ ।
Loading comments…