by Trushna Das ✓ · 18 Feb 2021
ଜୀବନ ତ ବହୁତ ସୁନ୍ଦର ଭଲ ପାଉଥିବା ଲୋକ ଥିଲେ ପାଖରେ ହୋଇ ନିଜର ନ ଥାଏ ଜୀବନରେ ଆଉ ଡର ବିପଦକୁ କରି ହୁଏ ସମ୍ମୁଖୀନ ହସ ଖୁସିରେ କଟି ଯାଏ ଜୀବନ।।
Loading comments…
Comments
Loading comments…