by Nayana Kumar Mohanta ✓ · 8 May 2020
ଯାତନା ଯୂଇରେ ସୁଖ କ୍ଷଣିକ ଆବେଶ, ନିମିଷ ମାତ୍ରକେ ପୋଡ଼ି- ହୁଅଇ ପାଉଁଶ.... ଯତନେ ସାଇତା ସୁଖ ଯେତେକ ଦରବ, ଦୁଃଖ ଆସି କ୍ଷଣିକରେ ନାଶଇ ସରବ.......
Loading comments…
Loading comments…