by Prakash Ranjan Parida ✓ · 29 Oct 2018
ଗୋଟାଏ ସୁବଣ୍ଣ ସିଂହାସନର ନିରବ ନିମନ୍ତ୍ରଣରେ ସବୁଥର ରକ୍ତାକ୍ତ ହେଉଥାଏ ପାଦ ତଥାପି ତୁଟେନା ମୋହ, ହଜାର ସ୍ୱପ୍ନଭଂଗ ପରେ ବି ଆଖି ଭୂଲେନା
Loading comments…
Comments
Loading comments…