by Santosh Pattnayak ✓ · 27 Feb 2022
ସଂସାର ସଉଦା ମାନ ଅଭିମାନ ଆଶା ଭରଷାର ଛାଇ ସପନ ସଉଧ ଗଢୁଥିବ କେତେ ବିଶ୍ୱାସ ସମ୍ପର୍କ ନେଇ ଶେଷେ ଗଢା ହବ ଜୁଇ ଜୀବନର ଏଇ ନିଚ୍ଛକ ସତ୍ୟଟା ଚିନ୍ତନରେ ଥାଉ ରହି ....
Loading comments…
Comments
Loading comments…