by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 18 Jul 2021
ହୀନ ସ୍ୱାର୍ଥରେ ରଖେ କ୍ରୂର ଅଭିସନ୍ଧି ଜନ କଲ୍ୟାଣ ସମୂହ ସ୍ଵାର୍ଥେ ଦିଏ ଜଳାଞ୍ଜଳି, ତ୍ୟାଗ ଆଦର୍ଶରେ ଚରିତ୍ରକୁ କରେ ସୁଦୃଢ ପରବର୍ତ୍ତୀ ପିଢି ପାଇଁ ହୋଇ ଏକ ପ୍ରେରଣା।
Loading comments…
Comments
Loading comments…