by Sabita Tripathy ✓ · 16 Jan 2021
ଜୀବନ ଦରିଆର ଜୁଆର ଭଟ୍ଟାରେ ନିତି ଡୁବି ଯାଉଥାଏ ପୁଣି କୂଳରେ ଲାଗୁଥାଏ, ଛାତିକୁ ପଥର କରି କହି ହୁଏନା, କି ସହି ହୁଏନା.. ଜ୍ୱଳନ୍ତା ଜୁଇରେ ନିତି ଜଳୁଥାଏ
Loading comments…
Comments
Loading comments…