by BHAGIRATHI SETHI ✓ · 1 Jul 2019
ଫୁଟ ଅବା ସ୍କୋୟାର୍ ଫୁଟରେ ହଜି ଯାଇଅଛି ମାପକାଠିର ଗୁଣ୍ଠା, ବିଶ୍ବା, ମାଣ ଅବା ବାଟି ସତରେ କେତେ ସରଳ ଥିଲା ସେଦିନ ଜୀବନର ଚିତ୍ର ଆଜି କିନ୍ତୁ ଅନେକ ଫରକ ଆଧୁନିକତାର କରାଳ ଛାୟାରେ ଲାଗଇ ସବୁ ହିଁ ବିଚିତ୍ର ।
Loading comments…
Loading comments…