by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 6 Jun 2021
ଲକ୍ଷ୍ୟ ସ୍ଥଳ କେବଳ ମାତ୍ର ଏକ ମାନସିକତା ଅନେକ ଆଶାର ସମ୍ଭାବନାକୁ ନେଇ ଅଙ୍କା ହୁଏ ଲହରୀ ମାଡି ଆସୁଥିବା ବେଳାଭୂମି ଉପରେ, ଯଦିଓ କେତେବେଳେ ବି ଲହରୀ ଢେଉ ପାଲଟି ଧୋଇ ନେଇ ଯାଇପାରେ ସବୁ ଚିତ୍ରପଟ ଜାବୁଡି ଧରି ରଖିବାକୁ ନ ଥାଏ ନିଜର ଦମ
Loading comments…
Loading comments…