by Pranati Jena ✓ · 15 Apr 2021
ଦେବଭୂମି ପରେ ମାନବିକତା ଆଜି ସୁପ୍ତ ହୋଇଛି ନାହିଁ ଦୟା, କ୍ଷମା, ଅଶାନ୍ତିର ଝଡ଼ ହୃଦେ ବହୁଛି ll ମୁଁ କାର ଯୁଦ୍ଧରେ ଅହଂ ଭରି ଏଠି ମନୁଷ୍ୟତ୍ୱ ହଜଇ ଭାବରେ ଅଭାବକୁ କିପରି ସହୁଛ ଅନ୍ତରେ ଗୋସାଇଁ ll
Loading comments…
Comments
Loading comments…