by Kabiratna Nutan Kumar Behera ✓ · 2 Jun 2022
ମାର୍ଜିତ ଶୃଙ୍ଖଳିତ ସଂଯମୀ ହୋଇ ସେ କରେ ତାର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସୁଖ ଦୁଃଖରେ ସହଯୋଗୀ ସହଭାଗୀ ହୋଇ ନିର୍ଣ୍ଣୟ କରେ ତା' ଜୀବନର ପରିସୀମା।
Loading comments…
Loading comments…