by Chinmaya Kumar Nayak ✓ · 4 Jun 2020
ଶୁଖିଲା ପତ୍ରଟେ ପଡ଼ି କ୍ଷୁଦ୍ର ଜଳାଶୟେ ଚହଲେ ମୋ ପ୍ରତିବିମ୍ବ ମୁଁ ଆଚମ୍ବିତ ହୁଏ ସେତେବେଳୁ ନିଜ ସାଥେ କରୁଛି ଆଳାପ ହାତଧରି ମୋ ରାସ୍ତାକୁ ଜୀଵନ ଦେଖାଏ ।।
Loading comments…
Loading comments…