by Kalpana Kumari Pradhan ✓ · 17 Jun 2021
ଜୀବନରେ ଜୀବନ .... ଚାହିଁଲିନି ଦିନେ କରିବାକୁ ପ୍ରକୃତିର ସୁରକ୍ଷା ମୁହଁ ଫେରେଇ ନେଇଚି ସେ ହେବ କେ ସଖା ମୃତ୍ୟୁ ଭୟେ ପ୍ରତିକ୍ଷଣେ ଜୀବନ ଜୀଉଁଛି ଅନୁକ୍ଷଣେ ଲଜ୍ଜ୍ୟା ଲାଗେ କରିବାକୁ ତୋତେ ଖୁସି ଭିକ୍ଷା ll
Loading comments…
Comments
Loading comments…