by Bijaya Kumar Swain ✓ · 13 Jun 2021
ତୁ ଥିଲେ ସମସ୍ତେ ଏକାନ୍ତ ନିଜର ଯେମିତି ଅତି ଆପଣାର ଯେବେ ଯିବୁ ଚାଲି ହୋଇଯିବେ ସବୁ ପର କଣେଇ ଚାହିଁବେ ରହିବେ ଦୂରେ ଦୂରେ।
Loading comments…
Loading comments…