by Anita Dash ✓ · 31 Oct 2020
କଳା ମେଘ ଢାଳେ ବରଷାର ବାରି ସୁରଙ୍ଗୀ ମୟୂର ନାଚେ ମନଭରି ବରଷାର ଅନ୍ତେ, ଇନ୍ଦ୍ରଧନୁ ଆଭା ରୂପ ବଇଭବ କେଡେ ମନଲୋଭା।
Loading comments…
Comments
Loading comments…